ଏଣିକି ଟ୍ୱିଟରର ସମସ୍ତ ୟୁଜର୍ସଙ୍କୁ ଦେବାକୁ ପଡିବ ଚାର୍ଜ । କର୍ମଚାରୀଙ୍କ ସହ ଏଲନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏପରି ଶୁଣିବାକୁ ମିଳୁଛି । ଏଲନ୍ ମସ୍କ ଟ୍ୱିଟର ଦାୟିତ୍ୱ ନେବା ପରେ ଏକାଧିକ ପରିବର୍ତ୍ତନ ଦେଖାଦେଇଛି । ପୂର୍ବରୁ ଟ୍ୱିଟରରେ କେବଳ ବ୍ଲୁଟିକ୍ ୟୁଜର୍ସଙ୍କୁ ଚାର୍ଜ ଦେବାକୁ ଏଲନ ଘୋଷଣା କରିଥିବାବେଳେ ଆଗକୁ ସବୁ ଫଲୋୟର୍ସଙ୍କୁ ଟଙ୍କା ଗଣିବାକୁ ପଡିବ ବୋଲି ସୂଚନା ମିଳୁଛି । ଏକଥା ଯଦି ସତ ହୁଏ ତେବେ ବହୁତ ବଡ ପରିବର୍ତ୍ତନ ଦେଖାଯିବ । ଏହାସହ ଟ୍ୱିଟର ୟୁଜର୍ସ ମାସରେ ନିର୍ଦ୍ଧାରିତ ସମୟ ପାଇଁ ଟ୍ୱିଟର ବ୍ୟବହାର କରିପାରିବେ ।
More Stories
16-20 ଲକ୍ଷରେ ମିଳୁଛି ସରକାରୀ ଚାକିରି, ଭର୍ତ୍ତିର ଦୁଇ ମାସ ଭିତରେ ଦେବେ ଟଙ୍କା
ଅଦରକାରୀ ମନେ କରି ଫିଙ୍ଗନ୍ତୁ ନାହିଁ ଶୁଖିଲା ଫୁଲ
୨୦ଟି ଜିଲ୍ଲାରେ ହେଲା ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ