ଟ୍ରେନରେ ବଡଧରଣର ଅଗ୍ନିକାଣ୍ଡ । ୮ ପର୍ଯ୍ୟଟକଙ୍କ ମୃତ୍ୟୁ ସୂଚନା । ୨୦ରୁ ଅଧିକ ଆହତ ହୋଇଛନ୍ତି । ମୃତାହତଙ୍କ ସଂଖ୍ୟା ଆଗକୁ ଆହୁରି ବଢିବାର ଆଶଙ୍କା ରହିଛି । ସୂଚନା ଅନୁସାରେ ତାମିଲନାଡୁର ମଦୁରାଇ ଷ୍ଟେସନ ନିକଟରେ ସକାଳ ପ୍ରାୟ ୫ଟା ୧୫ରେ ଟ୍ରେନର ଟୁରିଷ୍ଟ କୋଚ୍ ରେ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବା ପରେ ବ୍ୟତିବ୍ୟସ୍ତ ହୋଇ ଟ୍ରେନରୁ ଡେଇଁ ପଡିଥିଲେ ଶହଶହ ଯାତ୍ରୀ । ଟ୍ରେନଟି ରାମେଶ୍ୱରମ୍ ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ