ଜ୍ଞାନବାପୀ ମସ୍ଜିଦ୍ ମାମଲା । ମସ୍ଜିଦ୍ ପରିସରରେ ମିଳିଥିବା ଶିବଲିଙ୍ଗଙ୍କୁ ସୁରକ୍ଷା ଦିଆଯିବ । ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପରବର୍ତ୍ତି ନିର୍ଦ୍ଦେଶ ନ ଆସିବା ଯାଏ ଉତ୍ତର ପ୍ରଦେଶ ଜ୍ଞାନବ୍ୟାପୀ ମସ୍ଜିଦ୍ ପରିସରରେ ମିଳିଥିବା ଶିବଲିଙ୍ଗଙ୍କୁ ସୁରକ୍ଷା ଦିଆଯିବ । ହିନ୍ଦୁ ପକ୍ଷରୁ ଦାୟର ହୋଇଥିବା ମାମଲାରେ ଶୁଣାଣି କରି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ନେତୃତ୍ୱାଧିନ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ଆବେଦନରେ ମେ ୧୭ ତାରିଖର ନିର୍ଦ୍ଦେଶକୁ ଘୁଞ୍ଚାଇ ଦେବାକୁ କୋର୍ଟରେ ଆବେଦନ କରିଥିଲା ହିନ୍ଦୁ ପକ୍ଷ ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ