ପାଲେଷ୍ଟାଇନ୍ ଗାଜାରେ ଭୟାବହ ଅଗ୍ନିକାଣ୍ଡ । ଏକ ଶରଣାର୍ଥୀ ଶିବିରରେ ଥିବା ଏକ ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ୭ ଜଣ ପିଲାଙ୍କ ସମେତ ୨୧ ଜଣ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି । ଗାଜାର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି ଯେ, ଉତ୍ତର ଗାଜାର ଜନବହୁଳ ଜାବାଲିଆ ଶରଣାର୍ଥୀ ଶିବିରରେ ଏହି ଅଗ୍ନିକାଣ୍ଡ ଘଟିଛି । ୪ ମହଲା ଆବାସିକ କୋଠାର ଉପର ମହଲାରେ ନିଆଁର ପ୍ରକୋପ ଏତେ ଭୟାବହ ଥିଲା ଯେ, ଅନେକ ଘଣ୍ଟା ପରିଶ୍ରମ ପରେ ଏହି ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା ।
“The eyes believe themselves, the ears believe other people.”
More Stories
ନିହତ ପର୍ଯ୍ୟଟକଙ୍କ ଲିଷ୍ଟ ହେଲା ଜାରି
ଅଂଶୁଘାତରୁ ବଞ୍ଚିବେ କିପରି ଜାଣନ୍ତୁ ପୁରା ତଥ୍ୟ
ଭାରତ ଯୋଡୋ ଯାତ୍ରା ପରେ ଭାରତ ବଦନାମ ଯାତ୍ରା- ବିଜେପି