ଦୁଇଗୁଣା ବଢିବାକୁ ଯାଉଛି ଭାରତୀୟ ନୌସେନାର ବଳ । ଜଳପଥକୁ ଜଗିବ ଭାରତର ବିଶାଳ ଯୁଦ୍ଧପୋତ । ଦେଶକୁ ମିଳିବାକୁ ଯାଉଛି ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନ୍ଏସ୍ ବିକ୍ରାନ୍ତ । ସେପ୍ଟେମ୍ବର ୨ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ବିଶାଳ ଏୟାରକ୍ରାଫ୍ଟ କ୍ୟାରିଅରକୁ ଅନାବରଣ କରିବେ । ଏହାର ଆକାର ଦୁଇଟି ଫୁଟବଲ ଫିଲ୍ଡ ଭଳି ବଡ ହୋଇ ଥିବାବେଳେ, ଉଚ୍ଚତା ୧୮ ମହଲା ବିଶିଷ୍ଟ । ୨୪ ହଜାର କିଲୋୱାଟର ପାୱାର ରହିଛି । ସମୁଦ୍ରରେ ଶତ୍ରୁକୁ ନାଶ କରିବାର ଶକ୍ତି ରଖୁଥିବା ଏ ଯୁଦ୍ଧପୋତକୁ ପାଖ ପଡୋଶୀ ଦେଖିଲେ ଭୟରେ ଥରିବେ । ତେବେ ଏହାର ଲମ୍ବ ହେଉଛି ୨୬୨ ମିଟର ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ