ଗୁଜରାଟରେ ମୋରବିରେ ବଡ ଧରଣର ଅଘଟଣ । ଏଠାରେ ମଛୁ ନଦୀ ଉପରେ ଥିବା ଏକ ଝୁଲା ପୋଲ ଛିଣ୍ଡିଯିବାରୁ ଅନେକ ଲୋକ ନଦୀକୁ ଖସିଯାଇଛନ୍ତି । ନଦୀକୁ ଖସିଯାଇଥିବା ଲୋକଙ୍କ ଉଦ୍ଧାର କାମ ଜାରି ରହିଛି । ହେଲେ ଏଯାଏଁ ଜଣାପଡିନି କେତେ ଲୋକ ନଦୀକୁ ଖସିପଡିଛନ୍ତି । ହେଲେ କୁହାଯାଉଛି ପୋଲ ଛିଣ୍ଡିବା ସମୟରେ ଅନେକ ଲୋକ ସେଠାରେ ଉପସ୍ଥିତ ଥିଲେ । ପୋଲିସ ପ୍ରଶାସନ ସହ ସ୍ଥାନୀୟ ଲୋକ ମଧ୍ୟ ମିଶି ଉଦ୍ଧାର କାମ ଜାରି ରଖିଛନ୍ତି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ