ରାହୁଲ ଗାନ୍ଧିଙ୍କୁ ଅଯୋଗ୍ୟ ଘୋଷଣା ପ୍ରସଙ୍ଗ । ଚେନ୍ନାଇରେ କଂଗ୍ରେସ କର୍ମୀଙ୍କ ବଡ଼ ଧରଣର ବିକ୍ଷୋଭ । ଶହ ଶହ କଂଗ୍ରେସ କର୍ମୀ ଏକାଠି ହୋଇ କେନ୍ଦ୍ର ବିରୋଧରେ ବିକ୍ଷୋଭ କରିଛନ୍ତି । ସେମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ସମାଲୋଚନା କରିଛନ୍ତି । ଆନ୍ଦୋଳନବେଳେ କେତେକ କର୍ମୀଙ୍କୁ ଅଟକ ରଖିଥିଲା ପୋଲିସ । ସେପଟେ ଦେଶରେ ଶ୍ରମିକମାରଣ ନୀତି ବିରୋଧରେ ଆନ୍ଧ୍ରପ୍ରଦେଶରେ କରାଯାଇଛି ଶ୍ରମିକ ବିକ୍ଷୋଭ । ବିଶାଖାପାଟଣାରେ ବିଭିନ୍ନ ଶ୍ରମିକ ୟୁନିଅନର ଶ୍ରମିକମାନେ ବିକ୍ଷୋଭ କରିଛନ୍ତି । ଶହ ଶହ ଶ୍ରମିକ କେନ୍ଦ୍ରର ଶ୍ରମିକମାରଣ ନୀତିକୁ ବିରୋଧ କରି ରାଲି କରିଛନ୍ତି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ