“The eyes believe themselves, the ears believe other people.”
“The eyes believe themselves, the ears believe other people.”
ଫାଇନାଲରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ । ଘରୋଇ ମାଟିରେ ହାରିଲା ଭାରତ । ଟିମ ଇଣ୍ଡିଆକୁ ୬ ଓ୍ବିକେଟରେ ହରାଇ ବିଶ୍ବବିଜେତା ବନିଲା ଅଷ୍ଟ୍ରେଲିଆ । ହେଡଙ୍କ ଶତକୀୟ ପାଳି ବଳରେ କଙ୍ଗାରୁ ଟିମର ବଡ଼ ବିଜୟ । ଷଷ୍ଠଥର ବିଶ୍ବକପ ଜିତିଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ଆଗରେ ୨୪୧ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ୪୩ ଓଭରରେ ଜିତିଛି କଙ୍ଗାରୁ ଦଳ ।
More Stories
ଛାନିଆ ହେଲେଣି ପାକିସ୍ତାନୀ ଖେଳାଳୀ, ଭାରତ ଆସିବାକୁ ମନା କଲେ ନଦୀମ
ଶ୍ରଦ୍ଧାଞ୍ଜଳି ଦେଲେ କ୍ରିକେଟର୍
କ୍ରିକେଟର୍ ହେବାକୁ ହେଲେ କରିବାକୁ ପଡିବ ତ୍ୟାଗ