ବ୍ୟାଙ୍କ ଲୋନ ପାଇଁ ନିର୍ଦ୍ଧାରିତ ଦରରେ ପରିବର୍ତ୍ତନ ହୋଇପାରେ। SBI ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଦିନିକିଆ ଏମସିଏଲଆ ଉପରେ 0.10%ରୁ ବୃଦ୍ଧି ପାଇ 7.60% କରାଯାଇଛି। ଫଳରେ ପର୍ସନାଲ ଲୋନରୁ ଆରମ୍ଭ କରି ହୋମ୍ ଲୋନ ଆଦି ମହଙ୍ଗା ହୋଇପାରେ। ଫଳରେ ବ୍ୟାଙ୍କରୁ ଋଣ ନେଲେ ପୂର୍ବ ଅପେକ୍ଷା ଅଧିକ ପରିମାଣର ସୁଧ ଦେବାକୁ ପଡ଼ିବ। ଏହି ନୂତନ ଦର ଆଜିଠାରୁ ଲାଗୁ ହୋଇଥିବା ଜଣାପଡ଼ିଛି।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍