୨୦୨୩ ଜାନୁଆରୀ ୨୬ ତାରିଖରେ ଦେଶରେ ପାଳିତ ହେବାକୁ ଥିବା ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ମିଶରର ରାଷ୍ଟ୍ରପତି ଅବ୍ଦେଲ ଫତେହ ଅଲ ସିସୀ ଯୋଗଦେବେ । ଏନେଇ ଭାରତ ତରଫରୁ ତାଙ୍କୁ ନିମନ୍ତ୍ରଣ କରାଯାଇଛି । ଭାରତର ଏଭଳି ପଦକ୍ଷେପ ମିଶର ସହ ରାଜନୈତିକ ଓ ସେନା ସମ୍ବନ୍ଧୀୟ ସଂପର୍କକୁ ମଜବୁତ କରିବ ବୋଲି କୁହାଯାଇଛି । ଏହାସହ ଭାରତ ଏହି ପ୍ରମୁଖ ଆଫ୍ରିକୀୟ ଦେଶ ପର୍ଯ୍ୟନ୍ତ ନିଜର ସଂପର୍କ ମଜବୁତ ହୋଇପାରିବ । ଅନ୍ୟପଟେ ଚଳିତ ବର୍ଷ ଉଭୟ ଦେଶ କୂଟନୈତିକ ସଂପର୍କ କ୍ଷେତ୍ରରେ ୭୫ ତମ ବର୍ଷ ପାଳନ କରିବାକୁ ଯାଉଛନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ