ଯାତ୍ରୀଙ୍କ ୱେଟିଂ ଲିଷ୍ଟ ବଢୁଥିବା ଦେଖି ରେଲୱେ ଏବେ ଆଉ ୩ ହଜାର ନୂଆ ଟ୍ରେନ ଚଳାଇବାକୁ ଯୋଜନା କରୁଛି । ଆଗାମୀ ୪ରୁ ୫ ବର୍ଷ ମଧ୍ୟରେ ଏହି ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନିଆଯାଇପାରେ । ଏବେ ବାର୍ଷିକ ୮୦୦ କୋଟି ଯାତ୍ରୀ ଟ୍ରେନରେ ଯାତ୍ରା କରୁଛନ୍ତି । ଯାହାକି ଆଗାମୀ ୫ ବର୍ଷରେ ୧ ହଜାର କୋଟି ଛୁଇଁବ ବୋଲି ଆକଳନ କରାଯାଉଛି । ସେହିପରି ଏବେ ୧୦ ହଜାର ୭୪୮ଟି ମେଲ୍, ଏକ୍ସପ୍ରେସ ଏବଂ ଯାତ୍ରିବାହୀ ଟ୍ରେନ୍ ସାରା ଦେଶରେ ଚାଲିଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍