() ବ୍ୟାରେଜ୍ ଗେଟ୍ ଖୋଲିଲା ଛତିଶଗଡ଼ । ଛତିଶଗଡ଼ କଲମା ବ୍ୟାରେଜର ମୋଟ୍ ୬୬ଟିରୁ ୧୦ଟି ଗେଟ୍ ଶୂନ ଦଶମିକ ପାଞ୍ଚ ମିଟର ଲେଖାଏଁ ଖୋଲିଛି। ସେହିପରି ସାରଡ଼ିହି ବ୍ୟାରେଜର ୮୧ରୁ ୧୧ଟି ଗେଟ ଶୂନ ଦଶମିକ ୨ ମିଟର ଏବଂ ମିରନିର ୮୧ରୁ ୯ଟି ଗେଟ ୧୫ ଦଶମିକ ୧୫ ମିଟର ଲେଖାଏଁ ଖୋଲା ହୋଇଛି । ଏବଂ ବସନ୍ତପୁର ବ୍ୟାରେଜର ୬୪ଟି ଗେଟରୁ ୧୫ଟି ଗେଟ୍ ଶୂନ ଦଶମିକ ୧୫ ମିଟର ଯାଏଁ ଖୋଲା ହୋଇଛି । ହୀରାକୁଦରେ ଏବେ ୬୦୦ ଦଶମିକ ୧୨ ଫୁଟ ପାଣି ଥିବାବେଳେ ଜଳସ୍ତରର ତଥ୍ୟ ଉପରେ ନଜର ରଖିଛି ଜଳସଂପଦ ବିଭାଗ । ତେବେ କମ୍ ପାଣି ଥିବାରୁ ହୀରାକୁଦରେ ସେତେଟା ପ୍ରଭାବ ପଡ଼ିବ ନାହିଁ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ