୧୯୮୪ ଭୋପାଳ ଗ୍ୟାସ୍ ଟ୍ରାଜେଡି ଘଟଣାରେ କେନ୍ଦ୍ର ସରକାରଙ୍କୁ ଝଟ୍କା । ଏହି ଘଟଣାର ପୀଡିତଙ୍କୁ ମିଳିବନି ଅତିରିକ୍ତ ସହାୟତା । ଏହି ଦୁର୍ଘଟଣାରେ ପୀଡିତଙ୍କ ପାଇଁ କ୍ଷତିପୂରଣ ରାଶି ବଢ଼ାଇବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାୟର ହୋଇଥିବା କ୍ୟୁରେଟିଭ୍ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ କେନ୍ଦ୍ର ସରକାରଙ୍କ ଆବେଦନକୁ ଖାରଜ କରିବା ସହ ଭୋପାଲ ଗ୍ୟାସ ଘଟଣାର ପୀଡିତଙ୍କୁ କ୍ଷତିପୂରଣ ଦେବାରେ ଘୋର ଅବହେଳା ହୋଇଥିବା ନେଇ ବର୍ଷିଛନ୍ତି । କେନ୍ଦ୍ରର ପଦକ୍ଷେପ ନିରାଶ କରିଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ