କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭୁବନେଶ୍ୱର ସାଂସଦଙ୍କ ଚିଠି । ଖଣ୍ଡଗିରି ଏବଂ ଉଦୟଗିରିକୁ ବିଶ୍ୱ ଐତିହ୍ୟ ସ୍ଥଳୀ ମାନ୍ୟତା ଦେବାକୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡୀଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ । ଭୁବନେଶ୍ୱର ସ୍ଥିତ ଏହି ସ୍ଥାନ ବହୁ ପୁରାତନ ଐତିହ୍ୟ ପାଇଁ ପ୍ରସିଦ୍ଧ ଅଟେ । ଯାହା ବିଶ୍ୱ ଐତିହ୍ୟରେ ସ୍ଥାନୀତ ପାଇଁ ଯୋଗ୍ୟ ଅଟେ ବୋଲି ଚିଠିରେ ଉଲ୍ଲେଖ ରହିଛି । ଯଦି ଏହାକୁ ୱାଲ୍ଡ ହେରିଟେଜ ସାଇଡର ମାନ୍ୟତା ମିଳେ ତେବେ ଏହି ଐତିହ୍ୟ ସ୍ଥଳ ଅଧିକ ସୁନ୍ଦର ଭାବେ ରକ୍ଷଣାବେକ୍ଷଣ ହୋଇପାରିବ ବୋଲି ଚିଠିରେ ଦର୍ଶାଇଛନ୍ତି ସାଂସଦ ଅପରାଜିତା ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ