ପୁଣି ବ୍ୟାନ୍ ହେଲା ଚାଇନା ଆପ୍ ଟିକ୍ ଟକ୍ । ଆମେରିକା, ବ୍ରଟେନ୍ ଓ ଭାରତ ପରେ କାନାଡା ଏହି ସର୍ଟ-ଫର୍ମ ଭିଡିଓ ଚାଇନା ଆପ୍ ଟିକ୍ଟକ୍ ଉପରେ ପ୍ରତିବନ୍ଧକ ଲଗାଇଛି । ଏନେଇ ସୋମବାର କାନାଡା ସରକାର ପକ୍ଷରୁ ଘୋଷଣା କରାଯାଇଛି । ସରକାରୀ ଦ୍ୱାରା ଜାରି କରାଯାଇଥିବା ଉପକରଣ ଉପରେ କାନାଡା ଏହି ପ୍ରତିବନ୍ଧକ ଲଗାଇଛି । କାନାଡା କହିଛି ଯେ ଏହି ଆପ୍ ଗ୍ରହଣୀୟ ନୁହେଁ । ଏହା ଗୋପନୀୟତା ଏବଂ ସୁରକ୍ଷା ପାଇଁ ବିପଦ ।
More Stories
ଶୀତରୁ ବଞ୍ଚିବାର ସହଜ ଉପାୟ
କାହିଁକି ଅଟକିଲା ସାହିତ୍ୟ ଅକାଡେମୀ ଆୱାର୍ଡ
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ