କଳାହାଣ୍ଡି ଥୁଆମୂଳ ରାମପୁର ବ୍ଲକ୍ରୁ ୨ ନକଲି ମାଓବାଦୀ ଗିରଫ । ଏମାନେ ବିଭିନ୍ନ ବ୍ୟବସାୟୀ ତଥା ଠିକାଦାରମାନଙ୍କୁ ମାଓବାଦୀ ନାଁରେ ଟଙ୍କା ମାଗୁଥିବା ଅଭିଯୋଗ ହୋଇଥିଲା । ଫଳରେ ୨ ଜଣଙ୍କୁ ଗିରଫ କରାଯାଇଥିବା ନେଇ କଳାହାଣ୍ଡି ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସଂପୃକ୍ତ ଦୁଇ ଜଣ ବିଭିନ୍ନ ଲୋକଙ୍କଠାରୁ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ନେଇଥିବା ସୂଚନା । ଦୁହିଁଙ୍କ ନାଁରେ ବିଭିନ୍ନ ଥାନାରେ ପ୍ରାୟ ୫ଟିରୁ ଅଧିକ କେସ୍ ରହିଛି । ତାଙ୍କ ନିକଟରରୁ ୩ଟି ମୋବାଇଲ ଫୋନ୍, ୧ ଲକ୍ଷ ନଗଦ ଟଙ୍କା, ଗୋଟିଏ ବାଇକ୍ ଏବଂ ଗୋଟିଏ ଅର୍ଦ୍ଧନିର୍ମିତ ଘର ଜବତ ହୋଇଛ
More Stories
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି
ମାଗଣାରେ ଅପଡେଟ୍ କରିପାରିବେ ଆଧାର କାର୍ଡ୍
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି