ଚଳଚ୍ଚିତ୍ର ର୍ନିମାତା କରନ୍ ଜୋହର ଗତକାଲି ତାଙ୍କର ୫୦ତମ ଜନ୍ମଦିନ ପାଳନ କରିଥିଲେ । ଏହି ବିଶେଷ ଉତ୍ସବରେ କରଣ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରେଟିଙ୍କୁ ନିମନ୍ତ୍ରଣ କରିଥିଲେ । ଏଠାକୁ ପ୍ରାୟ ସବୁ ସେଲିବ୍ରିଟି ଆସିଥିଲେ ମଧ୍ୟ । ସେଲିବ୍ରିଟିମାନେ ସେମାନଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟ୍ ମାଧ୍ୟମରେ ଜନ୍ମଦିନର ଅନେକ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ଏହି ପାର୍ଟୀରେ ଆମୀର ଖାନ, ହ୍ରିତିକ୍ ରୋଶନ୍ ଓ ତାଙ୍କ ଗର୍ଲଫ୍ରେଣ୍ଡ ସବା, ସାରା ଅଲି ଖାନ୍, ଆର୍ଯ୍ୟନ୍ ଖାନ୍, ମନୀଷ ମଲହୋତ୍ରା, କ୍ୟାଟ୍ରିନା କୈଫ, ବିକି କୌଶଲ, ସଲମାନ ଖାନ, ଐଶ୍ୱର୍ଯ୍ୟା ରାୟ, ଅଭିଶେକ୍ ବଚନ, ସାହିଦ କପୁର, ବରୁଣ ଧାୱନ, ଅନୁଷ୍କା ଶର୍ମା, ମଲାଇକା ଅରୋରା, କରୀନା କପୁର, ସୈଫଅଲି ଖାନ୍ ଇତ୍ୟାଦି ବହୁ ସେଲିବ୍ରେଟି ଯୋଗ ଦେଇଥିଲେ । ବହୁ ଷ୍ଟାଇଲିସ୍ ଉପାୟରେ ସେଲିବ୍ରିଟିମାନେ ନିଜକୁ ଡ୍ରେସ୍ ଅପ୍ କରାଇଥିଲେ । ଓ ପାର୍ଟିଟି ସବୁଠାରୁ ଗ୍ଲାମରସ୍ ହୋଇଥିଲା । ସବୁଠାରୁ ନିଆରା ଢଙ୍ଗରେ ଓ ଗ୍ରାଣ୍ଡ େୱରେ ଶାହାରୁଖଙ୍କ ସ୍ତ୍ରୀ ଗୌରୀ ଖାନ୍ କରନ୍ ଜୋହରଙ୍କୁ ୱିସ୍ କରିଥିଲେ । ତେବେ ଆସନ୍ତୁ ଦେଖିବା ପାର୍ଟିର କିଛି ଧଲକ୍ ।



More Stories
ଟ୍ରେଣ୍ଡରେ ଛିଛି ଗୀତ
ଦର୍ଶକଙ୍କୁ ଅସନ୍ତୋଶ କଲା ଏମର୍ଜେନ୍ସି..
ସୈଫ୍ ଙ୍କ ଅପରାଧୀଙ୍କୁ ବାନ୍ଧିଲା ପୋଲିସ୍