ଗଳି କନ୍ଦିରେ ଚେକିଂ କରି ନିଶାଡିଙ୍କୁ ସାବାଡ଼ କରୁଛି ପୋଲିସ । ଭୁବନେଶ୍ବରରେ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ । ଯେଉଁ ଜାଗାରେ ଖଟି ବା ରାସ୍ତା କଡରେ ମଦ୍ୟପାନ କରିଵାର ଦେଖା ଯାଉଛି ସେମାନଙ୍କ ଠାରୁ ମୋଟା ଅଙ୍କର ଫାଇନ କଟାଯାଉଛି । ଗତକାଲି କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀର ବିଭିନ୍ନ ଗଳିକନ୍ଦିରେ ବାଇକ ପେଟ୍ରୋଲିଂ କରୁଛି ପୋଲିସ। ବିଭିନ୍ନ ଖଟି ଓ ନିଛାଟିଆ ସ୍ଥାନରେ ଖଟି କରୁଥିବା ନିଶାଡୀଙ୍କଠୁ ଫାଇନ ଆଦାୟ କରାଯାଉଛି। ଏହି ଭଳି ପ୍ରୟାସ ଦ୍ୱାରା ଚୋରି, ଛୀନତାଇ ଓ ଲୁଟ୍ ଆଦି କମିବ ବୋଲି କହିଛି କମିଶନରେଟ ପୋଲିସ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା