ଗାଁ ଗାଁରୁ କଂଗ୍ରେସ ଭବନ ଆସିବ ତୁଳସୀ । କଂଗ୍ରେସ କରିବ ତୁଳସୀ ଯାତ୍ରା । କଂଗ୍ରେସର ଏହି ନିଆରା ଅଭିଯାନ ନଭେମ୍ବର ମାସ ଶେଷ ବେଳକୁ ହେବ । ଗାଁ, ପଂଚାୟତ, ବ୍ଲକ ଓ ଜିଲ୍ଲାରୁ ତୁଳସୀ ଆସିବ କଂଗ୍ରେସ ଭବନ । କଂଗ୍ରେସ କର୍ମୀ ଯାଇ ସଂଗ୍ରହ କରିବେ ତୁଳସୀ । ଯଦି କିଏ ଚାହିଁବ ସିଏ ପୋଷ୍ଟ ଜରିଆରେ କଂଗ୍ରେସ ଭବନ ଠିକଣାରେ ପଠାଇ ପାରିବେ । ତୁଳସୀ ସଂଗ୍ରହ ପରେ ଭୁବନେଶ୍ୱରରୁ ନେତା କର୍ମୀ ପୁରୀ ଯିବେ । ରାଜଧାନୀରୁ ଶ୍ରୀକ୍ଷେତ୍ର ହେବ ଯାତ୍ରା । ରତ୍ନ ଭଣ୍ଡାର ମରାମତି ଓ ବେଦାନ୍ତ ଜମି ହସ୍ତାନ୍ତର ଦାବିରେ ଦଳ ଏହି ନିଆରା ଅଭିଯାନ ଆରମ୍ଭ କରିବାକୁ ଯାଉଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା