ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ହତ୍ୟା ଯୋଜନା ଘଟଣାରେ ବଡ ଖୁଲାସା । ଇମ୍ରାନଙ୍କ ଘରେ ତାଙ୍କର ଜଣେ କର୍ମଚାରୀ ଗୁଇନ୍ଦାଗିରି କରୁଥିବା ଜଣାପଡିଛି । କର୍ମଚାରୀଜଣଙ୍କ ଇମ୍ରାନଙ୍କ ଶୋଇବା କକ୍ଷରେ ଗୁପ୍ତ କ୍ୟାମେରା ଲଗାଉଥିଲେ । ତେବେ ଇମ୍ରାନଙ୍କ ସୁରକ୍ଷାରେ ନିୟୋଜିତ ସୁରକ୍ଷାକର୍ମୀ ସଂପୃକ୍ତ କର୍ମଚାରୀଙ୍କୁ ଅଟକ ରଖି ଥିବାବେଳେ ତାଙ୍କୁ ପଚରାଉଚରା ଜାରି ରହିଛି । ସେପଟେ ପୋଲିସ ସଂପୃକ୍ତ କର୍ମଚାରୀଙ୍କୁ ଗିରଫ କରିବା ସହ ସେ କାହା କଥାରେ ଏପରି କରୁଥିଲେ ସେନେଇ ତଦନ୍ତ ଚାଲିଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ