- ସାଂସଦ ସଞ୍ଜୟ ରାଉତ ମାମଲା । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବିରୋଧରେ ବର୍ଷିଲେ ହାଇକୋର୍ଟ । ବେଆଇନ୍ ଭାବେ କ୍ଷମତାର ଅପବ୍ୟବହାର କରାଯାଇଥିବାରୁ ପ୍ରବର୍ତନ ନିର୍ଦ୍ଦେଶାଳୟ ବିରୋଧରେ ବର୍ଷିଛନ୍ତି ବମ୍ବେ ହାଇକୋର୍ଟ । ବିଚାରପତି କହିଛନ୍ତି, ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ବେଆଇନ୍ ଭାବେ ଗିରଫ କରିଥିଲା ଇଡି । ରାତି ଅଧିଆ ଗିରଫ କରିବା ଅତ୍ୟନ୍ତ ବେପରୁଆ ବୋଲି କୋର୍ଟ କହିଛନ୍ତି । ଗତକାଲି ଅପରାହ୍ନରେ ହାଇକୋର୍ଟ ଜାମିନ୍ ପ୍ରଦାନ କରିଥିଲେ । ପରେ ସଂଧ୍ୟାରେ ସାଂସଦ ରାଉତ ଜାମିନରେ ବାହାରିଥିଲେ । ସେ ପ୍ରାୟ ତିନିମାସ ହେଲା ଜେଲରେ ଥିଲେ ।
More Stories
ବାଂଲାଦେଶକୁ ବତ୍ୟା ଆଶଙ୍କା, ଓଡିଶାରୁ ଟଳିଲା ବିପଦ
ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ନ୍ୟାୟ, ଏବେ ଜେଲ ଯିବେ ମହିଳା
ରତନ ଟାଟଙ୍କ ପରେ କିଏ ସମ୍ଭାଳିବ ସାମ୍ରାଯ୍ୟ, ଚାଲିଛି ଖୁବ୍ ଚର୍ଚ୍ଚା