ଆସନ୍ତା ୨୭ ତାରିଖରେ ହେବ ଏଏସଓ ପରୀକ୍ଷା । ବନ୍ୟା ସ୍ଥିତି ଯୋଗୁଁ ପରୀକ୍ଷା ସ୍ଥଗିତ ଥିଲା । ୨୭ ତାରଖ ସକାଳ ୯ରୁ ସାଢେ ୧୦ଟା ଯାଏଁ ପ୍ରଥମ ସିଟିଂ ପରୀକ୍ଷା ହେବ । ସାଢେ ୧୧ରୁ ଗୋଟାଏ ମଧ୍ୟରେ ହେବ ଦ୍ବିତୀୟ ସିଟିଂ ପରୀକ୍ଷା । ଏବଂ ସାଢ଼େ ଦୁଇଟାରୁ ସାଢ଼େ ୪ଟା ଯାଏଁ ହେବ ତୃତୀୟ ସିଟିଂ ପରୀକ୍ଷା । ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
More Stories
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି
ମାଗଣାରେ ଅପଡେଟ୍ କରିପାରିବେ ଆଧାର କାର୍ଡ୍
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି