ଆମେରିକା ଯିବାକୁ ହେଲେ ଅପେକ୍ଷା କରିବାକୁ ପଡିବ ଦେଢବର୍ଷ । ବର୍ତ୍ତମାନ ଭିଜିଟର୍ସ ଭିସା ପାଇଁ ୨୦୨୪ ଯାଏଁ ଅପେକ୍ଷା କରିବାକୁ ପଡିବ । ତେବେ ସବୁଠାରୁ କମ୍ ସମୟର ଅପେକ୍ଷା ହେଉଛି ଦେଢବର୍ଷ । ଏହାର ଅର୍ଥ ଯଦି ଆପଣ ବର୍ତ୍ତମାନ ଭିସା ପାଇଁ ଆବେଦନ କରୁଛନ୍ତି ତେବେ ଆପଣଙ୍କୁ ୨୦୨୪ ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ ଆପଏଣ୍ଟମେଣ୍ଟ ମିଳିବ । ମିଳିଥିବା ସୂଚନା ଅନୁସାରେ ନୂଆଦିଲ୍ଲୀର ଆମେରିକାର ବାଣିଜ୍ୟିକ ଦୂତାବାସରେ ଭିସା ଆପଏଣ୍ଟମେଣ୍ଟ ପାଇଁ ୫୨୨ ଦିନ ଏବଂ ଷ୍ଟୁଡେଣ୍ଟ ଭିସା ପାଇଁ ୪୭୧ ଦିନର ଅପେକ୍ଷା କରିବାକୁ ପଡିବ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ