The Topmost

“The eyes believe themselves, the ears believe other people.”

ଆଫଗାନିସ୍ତାନ ପାକଟିକା ପ୍ରଦେଶରେ ଭୂମିକମ୍ପ

ଆଫଗାନିସ୍ତାନ ପାକଟିକା ପ୍ରଦେଶରେ ଜୋରଦାର ଭୂମିକମ୍ପ । ଘଟଣାରେ ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସେପଟେ ପାକିସ୍ତାନର କେତେକ ଅଞ୍ଚଳରେ ମଧ୍ୟ ଭୂମିକମ୍ପରେ ଥରିଲା ଘର ଦ୍ବାର । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ରେକର୍ଡ କରାଯାଇଛି । ଆଫଗାନିସ୍ତାନର ପାକଟିକା ପ୍ରଦେଶରେ ଏହି ଭୂମିକମ୍ପ ହୋଇଛି । ତେବେ ଭୂମିକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଏହି ଅଞ୍ଚଳ ଦୁର୍ଗମ ହୋଇଥିବାରୁ ସେଠାରେ ଉଦ୍ଧାରକାରୀ ଦଳ ପହଞ୍ଚିବାରେ ବିଳମ୍ବ ହେଉଛି ।ୟୁଏସ ଜିଓଲୋଜିକାଲ ସର୍ବେ ମୁତାବିକ୍ ଆଫଗାନିସ୍ତାନର ଦକ୍ଷିଣପୂର୍ବ ଭୂକମ୍ପର କେନ୍ଦ୍ରସ୍ଥଳ । ତେବେ ଏହି ଭୂକମ୍ପର ମାତ୍ରା ଏତେ ଜୋରରେ ଥିଲା ଯେ, ସୋସିଆଲ ମିଡିଆରେ ଏହାର ଚର୍ଚ୍ଚା

SHARE BY