ଭାରତୀୟ ଜନତା ଦଳ ଲୋକସଭା ନିର୍ବାଚନ ପୂର୍ବରୁ ଆପ ସରକାରକୁ ଗାଦିରୁ ହଟାଇବା ପାଇଁ ଯୋଜନା କରୁଛି । ଏଥିପାଇଁ ଏକ ୪ ଶହ ଦିନିଆ ଯୋଜନା ପ୍ରସ୍ତୁତ ହୋଇଛି । ଲୋକସଭା ନିର୍ବାଚନ ପୂର୍ବରୁ ଏହି ୪ ଶହ ଦିନ ବିଜେପି ଦିଲ୍ଲୀର କେଜ୍ରିୱାଲ ସରକାରକୁ ସାରା ଦେଶରେ ଘେରିବା ପାଇଁ ପ୍ରସ୍ତୁତି କରିଛି । ଏଥିପାଇଁ ଦୁର୍ନୀତିର ଏକ ଲମ୍ବାଚଉଡା ତାଲିକା ପ୍ରସ୍ତୁତ ହେଉଛି । ଦଳ ବିଶେଷ କରି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମନୀଷ ସିସୋଦିଆଙ୍କ ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦେଉଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ