ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ମେଜର ଧ୍ୟାନ ଚାନ୍ଦ ଜାତୀୟ ଷ୍ଟାଡିୟମରେ ‘ଆଦି ମହୋତ୍ସବ’କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ମୋଦି ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଦିବାସୀଙ୍କ ଉତ୍ପାଦ ମାଧ୍ୟମରେ ବିଭିନ୍ନ କଳା, କଳାକୃତି, ସଂଗୀତ ଏବଂ ସାଂସ୍କୃତିକ ପ୍ରଦର୍ଶନୀ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ । ଭାରତର ବିବିଧତା ଏବଂ ଏହାର ମହାନତା ଏକତ୍ରିତ ହୋଇ ଆଜି ଏହାର ପରମ୍ପରାକୁ ଆଲୋକିତ କରୁଥିବା ମୁଁ ଅନୁଭବ କରୁଥିବା ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ନୂତନ ଭାରତ ସବକା ସାଥ୍ ସବକା ବିକାଶର ଦର୍ଶନ ଉପରେ କାର୍ଯ୍ୟ କରୁଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ