High security no. Plate mandatory now

ଆଜିଠୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ନିୟମ


  1. ରାଜ୍ୟର ୪୫ ଲକ୍ଷ ଗାଡିର ପୁରୁଣା ନମ୍ବର ପ୍ଲେଟ୍ ବଦଳିବ
    () ରାଜ୍ୟରେ ଆଜିଠୁ ଲାଗୁ ହେଉଛି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ନିୟମ । ତେବେ ପ୍ରାୟ ୪୫ ଲକ୍ଷ ଗାଡିର ପୁରୁଣା ନମ୍ବର ପ୍ଲେଟ ବଦଳିବ । ଯାହାକୁ ନେଇ ଆଜିଠୁ ଆରମ୍ଭ ହେଉଛି ପ୍ରକ୍ରିୟା । ସେଲେକ୍ସ, ରିଏଲ ମାଜନ୍, ଉତ୍ସବ, ସିମିନ୍ତ ଓ ଏଫ୍ଟିଆଇ ଭଳି ୫ଟି ଭେଣ୍ଡରଙ୍କୁ ଏଥିପାଇଁ ଦାୟିତ୍ବ ଦିଆଯାଇଛି । ୨୦୧୯ ଏପ୍ରିଲ ପୂର୍ବରୁ ବିକ୍ରି ହୋଇଥିବା ସମସ୍ତ ଗାଡିର ନମ୍ବର ପ୍ଲେଟ୍ ବଦଳି ବାର୍ କୋଡ୍ ଓ ଲେଜର କୋଡ୍ ସମ୍ପନ୍ନ ପ୍ଲେଟ୍ ଲାଗିବ । ଏଥିପାଇଁ SIAM.in ସାଇଟରେ ଆବେଦନ କରିପାରିବେ ଗାଡ଼ି ମାଲିକ । ଆବେଦନ ପରେ ଡିଲର ପଏଣ୍ଟରେ ନମ୍ବର ପ୍ଲେଟ ଫିଟିଂ କରାଯିବା ସହିତ ଡୋର୍ ଡେଲିଭରୀର ବ୍ୟବସ୍ଥା ମଧ୍ୟ ରହିଛି । ବ୍ୟକ୍ତିଗତ ବ୍ୟବହାର ଓ ବ୍ୟବସାୟୀକ ଗାଡିର ନମ୍ବର ଭିନ୍ନ ଭିନ୍ନ ରଙ୍ଗରେ ଉପଲବ୍ଧ ହେବ । ସେହିପରି ପେଟ୍ରୋଲ, ଡିଜେଲ ଓ ବ୍ୟାଟେରୀ ଚାଳିତ ଯାନବାହାନ ପାଇଁ ମଧ୍ୟ ଭିନ୍ନ ନମ୍ବର ପ୍ଲେଟ୍ ରହିଛି ।
  2. https://thetopmost.in/do-you-want-to-loose-your-weight-follow-this-baby-food-diet/
  3. https://thetopmost.in/pudina-is-good-for-healthy-skin/
SHARE BY