ଆଜି ହେଉଛି ବିଶ୍ୱ ଯୋଗ ଦିବସ । କୋଭିଡ ସଂକ୍ରମଣ ଯୋଗୁଁ ଦୁଇ ବର୍ଷ ହେବ ବନ୍ଦ ଥିଲା । ଚଳିତ ବର୍ଷ ଭାରତରେ ଧୁମଧାମରେ ଯୋଗ ଦିବସ ପାଳନ କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କର୍ଣ୍ଣାଟକର ମହୀଶୁରରେ ଗଣ ଯୋଗ ସମାବେଶରେ ଯୋଗ ଦେଇଛନ୍ତି । ଏନେଇ ସକାଳ ୫. ୩୦ ମିନିଟରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଥିବାବେଳେ ପ୍ରାୟ ୧୫ ହଜାର ଲୋକ ଏଠାରେ ଏକାଠି ହୋଇ ଯୋଗ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ବିଶ୍ୱର କୋଣ ଅନୁକୋଣରେ ଆଜି ଯୋଗ ପହଞ୍ଚିଛି । ଯୋଗ ଆଜି ବିଶ୍ୱର ସ୍ୱାସ୍ଥ୍ୟକୁ ନୂଆ ବାଟ ଦେଖାଇଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ