ଜନତା ମଇଦାନରେ ଚାଲିଛି ମେଗା ବିଜନେସ ସମିଟ । ମେକ ଇନ ଓଡ଼ିଶା କନକ୍ଲେଭର ଆଜି ଚତୁର୍ଥ ଦିନ । ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଆଜି ମହିଳା ଉଦ୍ୟୋଗୀ ଅଧିବେଶନ ରହିଛି । ଆଜିର ଏହି ଅଧିବେଶନରେ ହଜାର ହଜାର ମହିଳା ଉଦ୍ୟୋଗୀ ଯୋଗଦେବେ । ଏହା ସହ ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା । ୱାର୍ଲ୍ଡଫିସ୍ ମାଧ୍ୟମରେ ଶୁଖୁଆ ଉତ୍ପାଦନ ଓ ବଜାର ବ୍ୟବସ୍ଥା, ଆଇଆରଆରଆଇ ମାଧ୍ୟମରେ ଚାଉଳର ମୂଲ୍ୟଯୁକ୍ତ ପ୍ରକ୍ରିୟାକରଣ ଓ ଆଇସିଆରଆଇ-ଏସଏଟି ମାଧ୍ୟମରେ ଚିନାବାଦାମ ମୂଲ୍ୟଯୁକ୍ତ ପ୍ରକ୍ରିୟାକରଣ ଆଦି ଉପରେ ଚୁକ୍ତି ସ୍ୱାକ୍ଷରିତ ହୋଇପାରେ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା