ଆଜି ପ୍ରକାଶ ପାଇବ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ । ସକାଳ ସାଢ଼େ ୯ଟାରେ ଦ୍ୱାଦଶ ଓ ଦିନ ୨ଟାରେ ଦଶମ ଫଳ ପ୍ରକାଶ ପାଇବା ନେଇ ସୂଚନା ରହିଛି । CBSEର ଅଫିସିଆଲ ୱେବସାଇଟ୍ ରେ ଫଳ ଦେଖିପାରିବେ ଛାତ୍ରଛାତ୍ରୀ । cbse.nic.in website ରେ ପ୍ରକାଶ ପାଇବ ରେଜଲ୍ଟ । ଚଳିତ ବର୍ଷ ଦେଶରେ ୨୧ ଲକ୍ଷ ୧୬ ହଜର ୨୯୦ ଜଣ ଦଶମ ଓ ୧୪ ଲକ୍ଷ ୫୪ ହଜାର ୩୭୦ ଜଣ ଦ୍ବାଦଶ ପରୀକ୍ଷା ଦେଇଥିଲେ ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍