ଧରାବତରଣ କରିବେ ମାଆ କାଳୀ । ଉତ୍ସବ ମୁଖର ହୋଇପଡିଛି ଗାଁ ଠୁ ସହର । କରୋନା କଟକଣା ଯୋଗୁଁ ଦୁଇବର୍ଷ ଧରି ପୂଜା ଫିକା ପଡିଥିଲା । ଚଳିତ ବର୍ଷ କୌଣସି କଟକଣା ନଥିବାରୁ ବହୁ ଆଡମ୍ବର ସହ କାଳୀପୂଜା ପାଳନ ହେଉଛି । ଚରମ୍ପାର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବେ ମାଆ । ଅନ୍ୟପଟେ ମାଆ ଭଦ୍ରକାଳୀଙ୍କ ପୀଠରେ ମାଆଙ୍କ ସପ୍ତମାତୃକା ବେଶ ଅନୁଷ୍ଠିତ ହେଉଛି । ଆଜିଠୁ ମାଆଙ୍କ ବେଶ ସହ ଶତଚଣ୍ଡୀ ମହାଯଜ୍ଞ କରାଯିବ । ତେବେ ଏହି ପୂଜାରେ ମୁଖ୍ୟ ଆକର୍ଷଣ ପାଲଟିଛି ଚାନ୍ଦି ଓ ସୁନା ମେଢ ।
More Stories
ମଣ୍ଡିରୁ ଧାନଉଠା ବିଳମ୍ବରେ କାରଣ ଦର୍ଶାଅ ନୋଟିସ୍
ସବୁ ସ୍କୁଲରେ ଖୋଲିବ ଶିଶୁ ବାଟିକା
ଭିତିରିଆ ଚାଲିଥିଲା ପାର୍ଟ ରେଜିଷ୍ଟ୍ରେସନ, ସମ୍ପୃକ୍ତ ଥିଲେ ମହିଳା କର୍ମଚାରୀ