ଅତିଥିଙ୍କ ଆଗମନ ପାଇଁ ପ୍ରସ୍ତୁତି । ଅଲିଭ ରିଡ କେଇଁଛଙ୍କ ସ୍ବାଗତ ପାଇଁ ଆରମ୍ଭ ହେବ ସଫେଇ କାର୍ଯ୍ୟକ୍ରମ । ଏନେଇ ଆସନ୍ତାକାଲି ସକାଳ ୭ଟାରେ ଇକୋ ରିଟ୍ରିଟ ନିକଟ ସାହୁଖଣତାରେ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏବେ ଏମାନେ ଓଡ଼ିଶାର ବେଳଭୂମିକୁ ଆସି ଅଣ୍ଡାଦାନ କରିବେ । ପୁରୀ ଜିଲ୍ଲାର ସାତପଡ଼ା ଠାରୁ ଅସ୍ତରଙ୍ଗ ୧୧ ଟି ବେଳାଭୂମିରେ ଏହି ମେଗା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ପୂର୍ବରୁ, ସେମାନଙ୍କ ସୁରକ୍ଷିତ ଅଣ୍ଡାଦାନ ପାଇଁ ବେଳାଭୂମିକୁ ସଫେଇ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି l
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା