ପିଟି ଉଷା ହେବେ ଅଲମ୍ଫିକ ସଂଘର ପ୍ରଥମ ମହିଳା ସଭାପତି । ଡିସେମ୍ବର ୧୦ରେ ଏନେଇ ନିର୍ବାଚନ ହେବା ଯାଉଛି । କିନ୍ତୁ ପିଟି ଉଷାଙ୍କ ବ୍ୟତୀତ ଆଉ କେହି ନାମାଙ୍କନ ଦାଖଲ କରିନାହାନ୍ତି । ତେଣୁ ପିଟି ଉଷା ନିଶ୍ଚିତ ସଭାପତି ହେବାକୁ ଯାଉଛନ୍ତି । ୫୮ ବର୍ଷୀୟ ଆଥଲେଟ ଅନେକ ଏସିୟ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ୧୯୮୪ ମସିହା ଅଲିମ୍ପିକ୍ସରେ ପିଟି ଉଷା ୪୦୦ ମିଟର ଦୌଡରେ ସଫଳତାରୁ ମାତ୍ର ଅଳ୍ପକେ ବର୍ତ୍ତିଥିଲେ । ଫଳରେ ସେ କାଂସ୍ୟ ପଦକରୁ ବଞ୍ଚିତ ଥିଲେ । ଗତକାଲି ଭାରତୀୟ ଅଲମ୍ପିକ ସଂଘର ସଭାପତି ହେବା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
IPL 2025, 2026 ଏବଂ 2027 ପାଇଁ ତାରିଖ ଘୋଷଣା କଲା ବିସିସିଆଇ
ଜାଣନ୍ତୁ ଟପ୍ 30 IPL 2025 ଖେଳାଳିଙ୍କ ତାଲିକା, ଦଳ ଓ ଦାମ୍