ପିଟି ଉଷା ହେବେ ଅଲମ୍ଫିକ ସଂଘର ପ୍ରଥମ ମହିଳା ସଭାପତି । ଡିସେମ୍ବର ୧୦ରେ ଏନେଇ ନିର୍ବାଚନ ହେବା ଯାଉଛି । କିନ୍ତୁ ପିଟି ଉଷାଙ୍କ ବ୍ୟତୀତ ଆଉ କେହି ନାମାଙ୍କନ ଦାଖଲ କରିନାହାନ୍ତି । ତେଣୁ ପିଟି ଉଷା ନିଶ୍ଚିତ ସଭାପତି ହେବାକୁ ଯାଉଛନ୍ତି । ୫୮ ବର୍ଷୀୟ ଆଥଲେଟ ଅନେକ ଏସିୟ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ୧୯୮୪ ମସିହା ଅଲିମ୍ପିକ୍ସରେ ପିଟି ଉଷା ୪୦୦ ମିଟର ଦୌଡରେ ସଫଳତାରୁ ମାତ୍ର ଅଳ୍ପକେ ବର୍ତ୍ତିଥିଲେ । ଫଳରେ ସେ କାଂସ୍ୟ ପଦକରୁ ବଞ୍ଚିତ ଥିଲେ । ଗତକାଲି ଭାରତୀୟ ଅଲମ୍ପିକ ସଂଘର ସଭାପତି ହେବା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ।
“The eyes believe themselves, the ears believe other people.”
More Stories
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ
ଅତ୍ୟଧିକ ଜଙ୍କଫୁଡ୍ ଆଣିଥାଏ ଏହି ସବୁ ସମସ୍ୟା
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ