ତାମିଲନାଡୁରେ ଲଗାତାର ବର୍ଷା । ଚେନ୍ନାଇ ସମେତ ଅନେକ ସହର ହୋଇଛି ଜଳାର୍ଣ୍ଣବ । କେତେକ ଡ୍ୟାମରୁ ଜଳ ନିଷ୍କାସନ ହେବା ଯୋଗୁଁ ତଳିଆ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ସପ୍ତାହେ ଧରି ତାମିଲନାଡୁରେ ବର୍ଷା ଜାରି ରହିଛି । ତେବେ ଆହୁରି ଦୁଇଦିନ ଧରି ବର୍ଷାର ତାଣ୍ଡବ ଜାରି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ମୟିଲାଦୁଥୁରାଇ ଓ କୋଏମ୍ବାଟୁର ଜିଲ୍ଲାରେ ବର୍ଷାର ବିଶେଷ ପ୍ରଭାବ ପଡ଼ିଛି। ଥେନି, ଦିନ୍ଦିଗୁଳ, ମଦୁରାଇ, ଶିବଗଙ୍ଗା ଆଦି ଜିଲ୍ଲାରେ ବି ବର୍ଷାର ତାଣ୍ଡବ ଜାରି ରହିଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ