ଏଣିକି ସରକାରୀ ଚାକିରିରୁ ଅବସର ନେବାର ମାସକ ପରେ ମିଳିବ ପେନସନ୍ । ଏକ୍ଷେତ୍ରରେ ଥିବା ସମସ୍ୟାର ସମାଧାନ କରି ଅବସର ନେବାର ମାସକ ପରେ ପେନସନ ପ୍ରଦାନ ବ୍ୟବସ୍ଥା କରାଯିବ । ପେନସନ ଦେବା ଦାୟିତ୍ବରେ ଥିବା ଆକାଉଣ୍ଟାଣ୍ଟ ଜେନେରାଲ ବା ଏଜି ଏନେଇ ସୂଚନା ଦେଇଛନ୍ତି । ଆଜି ରାଜ୍ୟସ୍ତରୀୟ ସ୍ବତନ୍ତ୍ର ପେନସନ୍ ଅଦାଲତରେ ଏଜି ଏହି ସୂଚନା ଦେଇଛନ୍ତି । ଏଥିପାଇଁ ନୂଆ ଟେକ୍ନୋଲୋଜିର ନିଆଯିବ ସହାୟତା ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍