ଡାକ୍ତରମାୟାଗ‘ାୟତ
ସ୍ନାୟୁରୋଗବିଶେଷଜ୍ଞ
ଅଶ୍ନିନୀହସ୍ପିଟାଲ, କଟକ
ଫୋନ୍-୯୨୩୮୦୦୮୮୧୧
‘ମୁଁକାହିଁକି ? ମୁଁକାହିଁକି ଅପସ୍ମାର ବ୍ୟାଥିରଶିକାର ହୋଇଥିବି ।ମୂର୍ଚ୍ଚାଜନିତ ରୋଗ କ’ଣ ମୋତେମୋଜୀବନରସ୍ୱପ୍ନକୁ ପୂରଣକରିବାକୁ ଦେବ ନାହିଁ । ଭୟ , ଆଶଙ୍କା ଉଦବେଗଭିତରେ କ’ଣ ଏ ଜୀବନଟିଶେଷ ହୋଇ ଯିବ ? ଏହାର କ’ଣ କିଛି ପ୍ରତିକାର ନାହିଁ? ଏଭଳି ଅନେକ ପ୍ରଶ୍ନ ନିଜକୁ ପଚାରିଥା‘ି ପ୍ରତ୍ୟେକ ଅପସ୍ମାର ରୋଗୀ‘ ।
ଅପସ୍ମାର ହେଉଛି ଏକ ମସ୍ତିଷ୍କଜନିତବ୍ୟତିକ୍ରମ ଯାହା ସାଧାରଣ ସ୍ନାୟୁବିକ ଅବସ୍ଥାରେ ବିଶୃଙ୍ଖଳା ଦ୍ୱାରାସୃଷ୍ଟି ହୋଇଥାଏ । ବହୁବ୍ୟକ୍ତିଙ୍କଠାରେ ଅପସ୍ମାର ରୋଗ ଦୀର୍ଘ ନୁହେଁ, ମାତ୍ରକିଛିବର୍ଷ ପାଇଁ ଏହା ପ୍ରଭାବ ପକାଇଥାଏ । ନିୟମିତଔଷଧ ସେବନ ଏବଂ ଜୀବନଶୈଳୀରେସାମାନ୍ୟ ପରିବର୍ତ୍ତନ ଆଣି ଅପସ୍ମାର ରୋଗରେ ପୀଡିତ ପ୍ରାୟଶତକାଡ଼ା ୮୦ ଭାଗବ୍ୟକ୍ତିଙ୍କରମୂର୍ଚ୍ଚାରୋଗକୁ ନିୟନ୍ତ୍ରଣକରାଯାଇ ପାରିଛି । ପୁରାତନକାଳରୁ ଏହି ରୋଗ ରହି ଆସିଅଛି । ସେତେବେଳେଲୋକମାନେ ଏହା ଭୂତ ଆକ୍ରମଣ ହେତୁ ହୋଇଥାଏବୋଲି ଅନ୍ଧ-ବିଶ୍ୱାସ ଥିବାର ଥିଲେ ।ବର୍ତ୍ତମାନ ଏହି ଅପସ୍ମାର ରୋଗ ସମଗ୍ରବିଶ୍ୱରେ ପାଖାପାଖି ୫୦ ମିଲିୟନ ଲୋକଙ୍କୁ ପ୍ରଭାବିତକରିଛି ।
ଅପସ୍ମାର ରୋଗରକାରଣ -: ପ୍ରାୟତଃ ୨-୩ ରେଗୀଙ୍କଠାରେ ଏହି ରୋଗରକାରଣ ଅଜଣା ଥାଏ । ବୈଜ୍ଞାନିକମାନେ ଏହା ବିଶ୍ୱାସକର‘ିଯେ,ଏହା ସାଧାରଣତଃ ବଂଶଗତ ଓ ପରିବେଶ ଗତ କାରଣଯୋଗୁଁସୃଷ୍ଟି ହୋଇଥାଏ । କେତେକକ୍ଷେତ୍ରରେଏହାରକାରଣ ମଧ୍ୟ ଜଣା ପଡିଥାଏ । ମୁଣ୍ଡରେ ଆଘାତ, ଷ୍ଟ୍ରୋକ୍, ବ୍ରେନ ଟୁ୍ୟମର , ବ୍ରେନ ଇନ୍୍ଫେକ୍ସନ, ଶିଶୁଜନ୍ମସମୟରେଲିଡ୍୍ ପଏଜନିଂକିମ୍ବା ଆଘାତ ଇତ୍ୟାଦି କେତେକକାରଣଯୋଗୁଁ ମଧ୍ୟ ଅପସ୍ମାର ରୋଗ ଦେଖା ଦେଇଥାଏ । ମସ୍ତିଷ୍କରେ ଥିବା ରାସାୟନିକ ପାଦର୍ଥ ଗୁଡିକରେ ଅସ‘ୁଳିତ ପକ୍ରିୟାସୃଷ୍ଟିହେବା ଦ୍ୱାରା ଏହି ରୋଗରସୃଷ୍ଟି । ଏହି ରାସାୟିକ ପାଦାର୍ଥ (ଯାହାକୁ ନୁ୍ୟରୋ-ଟ୍ରାନସମିଟରକୁହାଯାଏ) ସ୍ନାୟୁ ରୁ ସ୍ନାୟୁକୁସୁଚନାସ୍ଥାନା‘ରଣକରିବାରେସାହାର୍ଯ୍ୟକରିଥାଏ । ଗ୍ଲìଟାମେଟ୍ ନାମକ ଏକ ନୁ୍ୟାରୋଟ୍ରାନ୍୍ମିଟରସ୍ନାୟୁରେଉଦ୍ଧାପନାସୃଷ୍ଟିକରୁଥିବା ବେଳେ ଅନ୍ୟ ଏକ ଗାମା ଆମିନେବ୍ୟଟି ଏସିଡ୍ଏହାକୁ ପ୍ରତିହିତକରିଥାଏ । ଆର୍ଥାତ୍ ଗ୍ଲìଟାମେଟ୍ରବୃଦ୍ଧି ବା ହ ୍ରାସଦ୍ୱାରାମୂର୍ଚ୍ଚା ରୋଗ ସୃଷ୍ଟି ହୋଇଥାଏ ।
ତେଣୁଯେଉଁକାରଣ ଦ୍ୱାରା ଏହି ଗ୍ଲìଟାମେଟ୍ ର ସ୍ତରହ ୍ରାସ ପାଇଥାଏ, ତାହା ଅପସ୍ମାର ରୋଗର ନିୟନ୍ତ୍ରଣକରିବାରେ ଏକ ପ୍ରମୂଣଭୂମିକରଗ୍ରହଣକରିଥାଏ ।
ଅପସ୍ମାର ଆକ୍ରମଣ ସମୟରେ ପ୍ରକାଶିତଲକ୍ଷଣ ଓ ବ୍ୟବହାରିକ ପରିବର୍ତ୍ତନ ସିଜର ବା ଅପସ୍ମାର ଜନିତ ଆକ୍ରମଣର ପ୍ରରମ୍ଭିକମାଧ୍ୟମିକ ତଥା ଅ‘ିମ ଅବସ୍ଥା ରହିଛି ।
ପ୍ରାରମ୍ଭିକ ଅବସ୍ଥା
- ଅସ୍ୱାଭାବିକ ଗନ୍ଧ, ଶଦ୍ଧ ବା ସ୍ୱାଦ
- ଭୟ/ ଆତଙ୍କ/ ଅଧୀରତା
- ସ୍ୱଚ୍ଛଭାବେ ଦେଖିବାହ ୍ରାସ ପାଇବା
- ମୁଣ୍ଡବିନ୍ଧିବା
- କ୍ଷିପ୍ରଭାବନା
- ହାଲୁକାମୁଣ୍ଡବିନ୍ଧା
- ଅଦଦ୍ଭୂତ ଭାବନା
ମାଧ୍ୟମିକ ଅବସ୍ଥା - ଅସ୍ପଷ୍ଟତା
- ଉଳ ଓ ମୂତ୍ରଉପରେ ନିୟନ୍ତ୍ରଣହରାଇବା
- ପାରିପାଶ୍ୱିକସ୍ଥିତିବିଷୟରେ ଅସଚେତନତା
- ଅସ୍ୱାଭାବିକ ଶଦ୍ଧ ସୃଷ୍ଟିକରିବା
- ତଳେ ପଡ଼ିଯିବା
- ଦା‘ ଚାପିଧରିବା / ଗଡ଼ିବା
- ଏରୀର ସଂକୋଚନ
- ଜିହ୍ନାବାଡେଇବା
- କହିବାରେ ଅସୁବିଧା
- ଆକସ୍କିକ ପେଶୀସଂକୋଚନ
- ଲାଲଗଡିବା
- ନିଶ୍ୱାସ-ପ୍ରଶ୍ୱାସରେ ଅସୁବିଧା
- ଆଖି ବୁଲାଇବା
- ହୃତସ୍ପନ୍ଦନ ବଢିବା
- ଗତିକରିବାରେ ଅକ୍ଷମତା
- ସେ୍ୱଦ ନିର୍ଗତହେବା
3 thoughts on “ଅପସ୍ମାର ବାତର ସଫଳ ଚିକିତ୍ସା”