ଆଜି ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘର ଧମର୍ଘଟ । ପ୍ରଭାବିତ ହୋଇପାରେ ବ୍ୟାଙ୍କ ସେବା । ବିଭିନ୍ନ ଦାବି ନେଇ କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ କରାଯିବ । ଫଳରେ ଅନଲାଇନ ବ୍ୟାଙ୍କିଂ ସୁବିଧା ବ୍ୟାହାତ ହୋଇପାରେ । ବ୍ୟାଙ୍କ ଅଫ ବରୋଦା ଷ୍ଟକ ଏକ୍ସଚେଞ୍ଜ ପାଖରେ ରେଗୁଲେଟରୀ ଫାଇଲିଂରେ ସୂଚନା ଦେଇଛି କି, ଅଲ୍ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୋଇ ଆସୋସିଏସନର ଜେନେରାଲ ସେକ୍ରେଟାରୀ ଧର୍ମଘଟ କରିବା ପାଇଁ ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନକୁ ନୋଟିସ ପଠାଇଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ