() ସୁପ୍ରିମକୋର୍ଟରେ ଅଗ୍ନିପଥ ମାମଲା । ଅଗ୍ନିପଥକୁ ରଦ୍ଦ କରିବାକୁ ତିନି ଜଣ ଓକିଲଙ୍କ ତରଫରୁ ସୁପ୍ରିମକୋର୍ଟରେ ତିନୋଟି ଆବେଦନ ଦାଖଲ କରାଯାଇଛି । ସେପଟେ କେନ୍ଦ୍ର ସରକାର ଏକ ଚେତାବନୀ ଦାଖଲ କରି କହିଛନ୍ତି ଯେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଏହାର ପକ୍ଷ ମଧ୍ୟ ଶୁଣାଯିବା ଉଚିତ୍ । ସୋମବାର ଅଗ୍ନିପଥକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆଉ ଏକ ଆବେଦନ କରାଯାଇଛି । ତେବେ ଏହାକୁ ମିଶାଇ ଏପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ତିନୋଟି ଆବେଦନ ଦାଖଲ କରାଯାଇଛି । ଅନ୍ୟପଟେ ଅଗ୍ନିପଥ ଯୋଜନାକୁ ବନ୍ଦ କରିବାକୁ ସାରା ଦେଶରେ ଦାବି ହେଉ ଥିବାବେଳେ ନିଜର ପକ୍ଷ ରଖିବାକୁ ସୁପ୍ରିମ କୋର୍ଟରେ ପହଞ୍ଚିଛନ୍ତି କେନ୍ଦ୍ର ସରକାର ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ