() କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଚାରିଆଡେ ବିରୋଧ ପ୍ରଦର୍ଶନ ସହ ହିଂସାକାଣ୍ଡ । ଏହି ପରିପ୍ରେକ୍ଷୀରେ ପୂର୍ବତନ ସେନା ଅଧିକାରୀ ମଧ୍ୟ ଏହି ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ କହିବା କଥା, ୪ ବର୍ଷ ପରେ ଯଦି ଅଗ୍ନିବୀରମାନେ ଅସତ୍ ପଥରେ ଯାଆନ୍ତି କି ଗ୍ୟାଙ୍ଗଷ୍ଟରଙ୍କ ସହ ହାତ ମିଳାନ୍ତି ତେବେ କଣ ହେବ । ତେବେ ଅଗ୍ନିପଥ ଯୋଜନା ବେସରକାରୀ ସେନା ଭଳି ମନେ ହେଉଛି । ଯୁବକମାନେ ଏହି ଚାରି ବର୍ଷର ଯୋଜନାକୁ ନେଇ ଖୁସି ନାହାଁନ୍ତି । ସେପଟେ ସୀମାରେ ଯଦି କେହି ସହିଦ ହୁଅନ୍ତି ତେବେ କେବଳ କ୍ଷତିପୂରଣ ମିଳିବ । ସେମାନଙ୍କ ପରିବାର ଲୋକେ କୌଣସି ପେନସନ୍ ଣଧ୍ୟ ପାଇବେ ନାହିଁ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ