The Topmost

“The eyes believe themselves, the ears believe other people.”

world-veterinary-day

World’s veterinary day.

ବିଶ୍ୱ ଭେଟନାରୀ ଡେ’
ପ୍ରତିବର୍ଷ ଏପ୍ରିଲ ମାସର ଶେଷ ଶନିବାରରେ ପାଳନ ହୋଇଥାଏ ବିଶ୍ୱ ଭେଟନାରୀ ଦିବସ । ଏହି ଦିବସ ପାଳନର ତାତ୍ପର୍ଯ୍ୟ ଲୋକଙ୍କ ମଧ୍ୟରେ ପ୍ରାଣୀସ୍ୱାସ୍ଥ୍ୟକୁ ନେଇ ସଚେତନତା ସୃଷ୍ଟି କରିବା । ମଣିଷଙ୍କ ଭଳି ସେମାନଙ୍କର ମଧ୍ୟ ଯତ୍ନର ଆବଶ୍ୟକତା ରହିଥାଏ । ଏହି ଦିନ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ପ୍ରାଣୀମାନଙ୍କ ସ୍ୱାସ୍ଥ୍ୟର କିଭଳି ଯତ୍ନ ନେଇହେବ ସେ ନେଇ ଲୋକଙ୍କୁ ତଥ୍ୟ ପ୍ରଦାନ କରାଯାଇଥାଏ । ବିଶ୍ୱସ୍ତରରେ ପ୍ରାଣୀଚିକିତ୍ସକଙ୍କର ଆସୋସିଏସନ୍‌ ମଧ୍ୟ ରହିଛି । ଏଥିରେ ୭୦ରୁ ଅଧିକ ଦେଶ ସାମିଲ ଅଛନ୍ତି, ଯେଉଁମାନେ ପ୍ରାଣୀମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାମ କରୁଛନ୍ତି ।