୩୦୦ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କଲା ୱିପ୍ରୋ । ପ୍ରସିଦ୍ଧ ଆଇଟି କମ୍ପାନୀ ମୁନଲାଇଟିଂ କରୁଥିବା ନିଜର ୩୦୦ କର୍ମଚାରୀଙ୍କୁ ଛଟେଇ କରିଦେଇଛି । ୱିପ୍ରୋରେ ଚାକିରି କରି ମଧ୍ୟ ଅନ୍ୟ ସ୍ଥାନରେ ଲୁଚି ଲୁଚି ଚାକିରି କରୁଥିବା କର୍ମଚାରୀଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୱିପ୍ରୋ ଚେୟାରମ୍ୟାନ ରିଶଦ ପ୍ରେମଜୀ କହିଛନ୍ତି, ଗତ ଦୁଇ ତିନ ମାସ ହେଲା ୱିପ୍ରୋର କିଛି କର୍ମଚାରୀ ମୁନଲାଇଟିଂ କରୁଥିବା ଖବର ମିଳିଥିଲା । ଆଉ ଏହା ପ୍ରମାଣିତ ହେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ