() ନୂଆ ବିଲ୍ଡିଂରେ ହେବ ସଂସଦର ଶୀତକାଳୀନ ଅଧିବେଶନ । ଏଥିପାଇଁ ସରକାର ଜୋର୍ସୋର୍ରେ ଉଦ୍ୟମ ଜାରି ରଖି ଥିବାବେଳେ ଏହାର ସୂଚନା ଦେଇଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା । ସ୍ପିକରଙ୍କର ଏହି ସୂଚନା ପରେ ଦେଶରେ ନୂଆ ପାର୍ଲିଆମେଣ୍ଟ ବିଲ୍ଡିଂ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କୁହାଯାଉଛି । ଯଦି ଯୋଜନା ମୁତାବକ ସବୁକିଛି ହୁଏ ତେବେ ଶୀତକାଳୀନ ଅଧିବେଶନ ନୂଆ ସଂସଦରେ ହେବ ବୋଲି ସୂଚନା ଦେଇଛନ୍ତି ଓମ ବିର୍ଲା ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ମୁଖ୍ୟମନ୍ତ୍ରୀଙ୍କ ସହ ଅର୍ଥ ଆୟୋଗର ଗୁରୁତ୍ବପୂର୍ଣ୍ଣ ବୈଠକ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ