ବର୍ତ୍ତମାନ ସବୁଆଡେ ପ୍ରେମର ମାହୋଲ ଚାଲିଛି । ଦମ୍ପତିମାନେ ପରସ୍ପର ସହିତ ଭାଲେଣ୍ଟାଇନ୍ ସପ୍ତାହ ପାଳନ କରୁଛନ୍ତି । ଏହି ସପ୍ତାହ 7 ଫେବୃଆରୀରେ ରୋଜ ଡେ ସହିତ ଆରମ୍ଭ ହୋଇଥାଏ । ଏବଂ 14 ଫେବୃଆରୀରେ ଭାଲେଣ୍ଟାଇନ୍ସ ଡେ ସହିତ ଶେଷ ହେବ । ଏହି ସମୟ ମଧ୍ୟରେ ସମସ୍ତେ ନିଜ ସାଥୀ ସହିତ ବିଭିନ୍ନ ଦିନ ପାଳନ କରନ୍ତି । ଭାଲେଣ୍ଟାଇନ୍ ସପ୍ତାହର 9 ଫେବୃଆରୀରେ ଚକୋଲେଟ୍ ଦିବସ ପାଳନ କରାଯାଏ । ଏହି ଦିନଟି ହେଉଛି ତୁମର ସମ୍ପର୍କ ଏବଂ ପ୍ରେମରେ ମଧୁରତା ଯୋଡିବାର ଦିନ ।
ଏହା ଏକ ଦିନ ଯାହା କେବଳ ପ୍ରେମୀଯୁଗଳଙ୍କ ଦ୍ୱାରା ନୁହେଁ ବରଂ ବନ୍ଧୁ ଏବଂ ଅନ୍ୟ ଲୋକମାନଙ୍କ ଦ୍ୱାରା ମଧ୍ୟ ପାଳନ କରାଯାଏ । ଏହି ଅବସରରେ, ଲୋକମାନେ ପ୍ରାୟତଃ ପରସ୍ପରକୁ ଚକୋଲେଟ୍ ଦିଅନ୍ତି ଏବଂ ଅନ୍ୟର ଜୀବନରେ ମଧୁରତା ଯୋଗାଇବାକୁ ପ୍ରତିଜ୍ଞା କରନ୍ତି । ଯଦି ଆପଣ ଏଥର କାହାକୁ ଚକୋଲେଟ୍ ଦେବାକୁ ଯାଉଛନ୍ତି, ତେବେ ଆପଣ ଚକୋଲେଟ୍ ସହିତ ମିଠା ପରିପୂର୍ଣ୍ଣ ଏହି ବାର୍ତ୍ତା ମଧ୍ୟ ପଠାଇ ପାରିବେ ।
- ତୁମପାଇଁ ବେଷ୍ଟ ଚକଲୋଟ କିଣିବାର ଥିଲା,
ଅନେକ ଦୋକାନ ବୁଲିଲି, ହେଲେ…
ଏମିତି କିଛି ଚକଲେଟ୍ ମିଳିଲାନି, ଯାହା ତୁମ ହସ ଭଳିଆ ମିଠା ହେଇଥିବ
Happy Chocolate Day dear ! - କିଛି ମିଠା ହେଇଯାଉ, କିଛି ଭଲ ହେଇଯାଉ
ଆମ ଭଲପାଇବା ଅସୀମ ହେଇଯାଉ
ଆଜିର ଦିନ ଚକଲେଟ ଦିନ
ଆଜି ମିଠାରେ କିଛି ଖାସ ହେଇଯାଉ
Happy Chocolate Day ! - 5 ଷ୍ଟାର ଭଳି ଦେଖାଯାଉଛ
ମଞ୍ଚ ଭଳି ଲାଜେଇ ଯାଉଛ
କିଟ୍ କାଟ୍ ର ରାଣ
ତମେ ବହୁତ ସୁନ୍ଦର ଦେଖାଯାଉଛ
Happy Chocolate Day my love ! - dairy milk perk କୁ କହିଲା
ଦୁନିଆରେ ଆମେ ସବୁଠାରୁ ମଧୁର
କିନ୍ତୁ perk କହିଲା
ତୁମେ ବୋଧେ ଜାଣିନ
ଯିଏ ଏହି SMS ପଢୁଛି
ସିଏ ଆମଠୁ ବି ଅଧିକ ମଧୂର
happy chocklate day - ଚକୋଲେଟ୍ ଫିକା ଲାଗେ ତୋ ହସ ଆଗରେ
ସମଗ୍ର ଦୁନିଆ ଛୋଟ ଲାଗେ ତୋର କୋଳ ଆଗରେ
Happy Chocolate Day !
More Stories
ବାର୍ଷିକ ଆୟ ଶୁଣିଲେ ତାଜୁବ୍ ହୋଇଯିବେ..
ପୁରୁଷତ୍ବ ବଢେଇ ଥାଏ ଏହି ଡ୍ରିଙ୍କ୍
ଘର ଭିତରେ ବେଙ୍ଗ ଦେଖାଯିବାର ଲକ୍ଷଣ କଣ