candel march

viena’s people give tribute to ukraine mass who died in war

କ୍ୟାଣ୍ଡେଲ୍‌ରେ ଶ୍ରଦ୍ଧାଞ୍ଜଳୀ

ୟୁକ୍ରେନ୍‌ ଉପରେ ଋଷର ଆକ୍ରମଣ ଅବିରାମ ଚାଲିଛି । ଏହି ଯୁଦ୍ଧରେ ଅନେକ ୟୁକ୍ରେନ୍‌ ବାସୀଙ୍କର ମୃତୁ୍ୟ ଘଟିଥିବା ସହ ଦିନକୁ ଦିନ ସଂଖ୍ୟା ବଢିବାରେ ମଧ୍ୟ ଲାଗିଛି । ତେବେ ଏହି ମୁତୁ୍ୟ ସମଗ୍ର ବିଶ୍ୱକୁ ବ୍ୟଥିତ କରୁଛି । ଯେଉଁ କାରଣରୁ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ଢଙ୍ଗରେ ଏଥିପାଇଁ ସମବେଦନା ଜଣାଯାଉଛି । ତେବେ ଭିଏନାରେ ପ୍ରାୟ ୧୦୦୦ କ୍ୟାଣ୍ଡେଲ୍‌ ଜାଳି ଲୋକମାନେ ମୃତ ୟୁକ୍ରେନ୍‌ବାସୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଯାହାର ଭିଡିଓ ଓ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେଠିକାର ଏକ ଏନ୍‌ଜିଓ ଅନ୍‌ଲିମିଟେଡ୍‌ ଡେମୋକ୍ରାସି ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲା । ଭିଏନାର ହିଷ୍ଟୋରିକ୍‌ ସେଣ୍ଟରରେ ଅନେକ ଲୋକ ଏକାଠି ହୋଇ କ୍ୟାଣ୍ଡେଲ ଜଳାଇ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଏହି କ୍ୟାଣ୍ଡେଲ୍‌ରେ ହଳଦିଆ ଓ ନେଳି ରଙ୍ଗ ମଧ୍ୟ ସାମିଲ ଥିଲା ।

https://thetopmost.in/?p=1275

https://thetopmost.in/?p=1272

https://thetopmost.in/?p=1268

https://thetopmost.in/?p=1265

https://twitter.com/nbcsnl/status/1497794056147161088?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1497794056147161088%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.wionews.com%2Fentertainment%2Fhollywood%2Fnews-saturday-night-live-pays-soulful-tribute-to-ukrainian-people-457031

candel march
candel march @thetopmost-01
SHARE BY