କାନାଡା ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ସ୍ପେସ୍ଏକ୍ସ ମୁଖ୍ୟ ଏଲନ ମସ୍କ । ବାକ ସ୍ୱାଧୀନତାକୁ ଚପାଇବାକୁ ଜଷ୍ଟିନ ଟ୍ରୁଡୋ ସରକାର ପ୍ରୟାସ କରୁଥିବା କହି ମସ୍କ ତାଙ୍କର ସମାଲୋଚନା କରିଛନ୍ତି । ନିକଟରେ କାନାଡା ସରକାର ଦେଶବାସୀଙ୍କ ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁଥିରେ ଅନଲାଇନ ଷ୍ଟ୍ରିମିଂ ସେବାକୁ ସରକାରଙ୍କ ସହ ପଂଜୀକରଣ କରିବା ବାଧ୍ୟତମଳୂକ କରାଯାଇଛି । ଯେକୌଣସି ଅନଲାଇନ ଷ୍ଟ୍ରିମିଂ ସେବା ପାଇଁ ସରକାରଙ୍କୁ ଜଣାଇବାକୁ ପଡିବ । ଏକ କୋଟିରୁ ଅଧିକ ଆୟ କଲେ କିଛି ଅର୍ଥ କାନାଡ଼ା ସରକାରଙ୍କୁ ଦେବାକୁ ନୂଆ ନିର୍ଦ୍ଦେଶାନାମାରେ କୁହାଯାଇଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ