The Topmost

“The eyes believe themselves, the ears believe other people.”

usa

ଆମେରିକୀୟ ଭାରତୀୟ ଉଦ୍ୟୋଗୀ ବିବେକ ରାମସ୍ବାମୀ ଆସନ୍ତା ବର୍ଷ ଆମେରିକାର ରାଷ୍ଟ୍ରପତି ପଦ ଲାଗି ଲଢିବେ ନିର୍ବାଚନ। ଦେଶକୁ ଆଗେଇ ନେବାର ପ୍ରତିଶ୍ରୁତି ସହ ଚୀନ ଉପରେ...

ଆମେରିକାର କାଲିଫର୍ଣ୍ଣିଆରେ ଆଖିବୁଜା ଗୁଳିମାଡ । ଏହି ଘଟଣାରେ ୧୬ରୁ ଅଧିକ ଲୋକ ଗୁଳିମାଡର ଶିକାର ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚିଘେରାବନ୍ଦୀ କରିଥିବା ବେଳେ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଛି ।କାଲିଫର୍ଣ୍ଣିଆ ସହରର ମଣ୍ଟେରି ପାର୍କରେ ଚୀନ୍ ନବ ବର୍ଷ ସମାରୋହ ଆୟୋଜିତ ହେଉଥିଲା । କିନ୍ତୁ ରାତି ପ୍ରାୟ ୧୦ଟା ସମୟରେ ଏହି ଅଞ୍ଚଳରେ ଆଖିବୁଜା ଗୁଳିମାଡ କରିଥିଲେ କିଛି ଦୁବୃର୍ତ୍ତ । ଯେହେତୁ ଏହି ସମାରୋହରେ ଅନେକ ଲୋକ ଉପସ୍ଥିତ ଥିଲେ ତେଣୁ ପ୍ରାୟ ୧୬ରୁ ଅଧିକ ଲୋକ ଗୁଳିମାଡର ଶିକାର ହୋଇଛନ୍ତି । ତେବେ ଦୁବୃର୍ତ୍ତ କୌଶଳ କ୍ରମେ ଘଟଣାସ୍ଥଳରୁ ଖସି ଯାଇଥିବା ବେଳେ ପୂରା ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି ।

ଆମେରିକାର କାର୍ଲିଫନିଆରେ ବନ୍ୟା ବିଭିଷୀକା । ପ୍ରଥମେ ବରଫ ଝଡ ଓ ଏବେ ବନ୍ୟା ଆମେରିକାବାସୀଙ୍କ ଜୀବନକୁ ଦୁର୍ବିସହ କରିପକାଇଛି । ରାସ୍ତାଘାଟ, ଘରଦ୍ୱାରା ଯୁଆଡେ ଚାହିଁବ...

ଆମେରିକାର ନ୍ୟୁୟର୍କରେ ରାଜ୍ୟ ସରକାର ଲାଗୁ କରିବେ ବନ୍ଧୁକ କଟକଣା । ଏହାସହ ଲୋକ ଗହଳି ସ୍ଥାନକୁ ସାଙ୍ଗରେ ନେବା ଉପରେ କଟକଣା ଲାଗୁ କରିବାକୁ ଯାଉଛନ୍ତି...