udayanidhi stalin

ତାମିଲନାଡୁ ସିଏମ୍ ଏମ୍‌. କେ. ଷ୍ଟାଲିନ୍‌ଙ୍କ ଜ୍ୟେଷ୍ଠପୁତ୍ର ଉଦୟନିଧି କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ‘ଡିଏମ୍‌କେ’ ଯୁବ ଶାଖାର ସଚିବ ଉଦୟନିଧିଙ୍କୁ ରାଜଭବନରେ ଶପଥପାଠ...