The Topmost

“The eyes believe themselves, the ears believe other people.”

Swami bimalananda

ଅଯୋଧ୍ୟାରେ ବାସ କରୁଥିଲେ ସ୍ଵାମୀ ବିମଳାନନ୍ଦ।ତନ୍ତ୍ର ବିଦ୍ୟାରେ ପ୍ରବିଣ ତଥା ଅନେକ ଅଲୌକିକ ଶକ୍ତିର ଅଧିକାରୀ ଥିଲେ। ପ୍ରତିଦିନ ସେ ଗୋଟିଏ ଘରୁ ଭିକ୍ଷା ଗ୍ରହଣ କରୁଥିଲେ।...