Supriya Srineet

ଓଡ଼ିଶାର ଅଧା ଜନସଂଖ୍ୟା ମହିଳାଙ୍କ ବିରୋଧରେ ଷଡ଼୍‌ଯନ୍ତ୍ର ଚାଲିଛି। ମହିଳାଙ୍କ ବିରୋଧରେ ଅତ୍ୟାଚାର ସୀମା ଟପିଲାଣି। ବିଜେଡି ସରକାର ସମୟରେ ଏହି ପ୍ରସଙ୍ଗରେ ବିଜେପି ଚୁପ୍ ରହିଥିଲା।...