Srilingaraj land restoring

ଶ୍ରୀଲିଙ୍ଗରାଜଙ୍କ ଜମି ପୁନରୁଦ୍ଧାର ପ୍ରକ୍ରିୟା ବାଟବଣା ହୋଇଯାଇଛି। ଗୋଟିଏ ପଟେ ରାଜସ୍ବ ବିଭାଗ ଅଧିକାରୀଙ୍କ ଜରିଆରେ ଶ୍ରୀଜିଉଙ୍କ ଜମିର ସ୍ବତ୍ୱାଧିକାର ରାତାରାତି ଘରୋଇ ମାଲିକାନାକୁ ଚାଲିଯାଉଥିବା ବେଳେ...